STORYMIRROR

Jagabandhu Sahu

Others

3  

Jagabandhu Sahu

Others

ସର୍ତ୍ତ

ସର୍ତ୍ତ

1 min
370

ସର୍ତ୍ତ ରଖି ଯିଏ    ପୂରଣ ନକରେ

    ସ୍ୱାର୍ଥରେ ଯେ ଅନ୍ଧ ହୋଇ

ତା ସର୍ତ୍ତର କିଛି    ଗୁରୁତ୍ୱ ନଥାଏ

    ରୁହ ଯେ ତାଠୁ ଦୂରେଇ

ସର୍ତ୍ତ ରଖି ଯଦି    ଭଲପାଅ ତୁମେ

     ଆପଣାର ସ୍ୱାର୍ଥ ପାଇଁ

ସେ ପ୍ରେମ ଯେ କେବେ ହୁଏନି  ସାର୍ଥକ

    ଆହେ ମୋ ଭଉଣୀ ଭାଇ

ସର୍ତ୍ତ ରଖି ଯଦି    କର୍ମ କର ତୁମେ

     ପର ହିତେ ପର ପାଇଁ

ବିଜୟ ହୋଇବ  ସବୁଠି ଯେ ତୁମେ

    ସାହା ହେବେ ଜଗତ ସାଇଁ



Rate this content
Log in