Click Here. Romance Combo up for Grabs to Read while it Rains!
Click Here. Romance Combo up for Grabs to Read while it Rains!

Trushna Das

Others


4.0  

Trushna Das

Others


ସପନ

ସପନ

1 min 67 1 min 67

ସପନ ରାଇଜରେ ବୁଲିବା ଅଭ୍ୟାସ ମୋର,                

ହେଲେ ଜାଣିି ନଥାଏ ସପନଟା    

ବାସ୍ତବବିକ ନା ଭ୍ରମ ମୋର ।


ସପନ ରାଇଜରେ ଦେଖଇ ଅନେକ ସପନ ମୋର, 

ହେଲେ ଜାଣିି ନ ଥାଏ ସପନଟା

ପୁରିବ ନା ନାହିଁ ମୋର ।


ସପନ ପୁରିଲେ ଖୁସିରେ ନାଚେ ମନ ମୋର, 

ହେଲେ ସପନ ନ ପୁରିଲେ ଲାଗଇ ଦୁନିଆଟା

ମୋ ପାଇଁ ପର। 


ସପନ ଦେଖିଲେ ଲାଗଇ ସବୁ ନିଜର,

ହେଲେ ବାସ୍ତବିକ ଜୀବନରରେ ମୁଁ ଜାଣଇ କିଏ

ନିଜର କିଏ କିଏ ପର। 


Rate this content
Log in