STORYMIRROR

ଅଶୋକ କୁମାର ମହାନ୍ତ l

Children Stories Comedy Crime

3  

ଅଶୋକ କୁମାର ମହାନ୍ତ l

Children Stories Comedy Crime

ସଂଶୟ

ସଂଶୟ

1 min
210

ବସନ୍ତ ବିଦାୟ

ନୁହେଁ କି ବିଷାଦ ମୟ

ଉତ୍ତପ୍ତ ହୋଇଲା

ଏଇ ଧରା ।।


ଗ୍ରୀଷ୍ମ ପ୍ରବାହ ଯେ

 ଆସିଲା ଲେଉଟି 

ବିଷାଦ ଚିତ୍ତରେ ଛନ୍ତି

କହିବାକୁୁ ନାହିଁ କେହିିଆହା।।


 ବସନ୍ତି କୋକ ଦମ୍ପତି 

ଚଳିିିିଲା ତାଙ୍କ ସଂପ୍ତି

ଆଉ କା ନାହିଁ ଅପାର

ଲୁହ ବୋହିବା ହିିଁ ସାର।।


ଜଣେ ଆରକର ବାହୁୁୁୁଟି 

ପଥ ଚାଲୁଥାଏ ଲେଉଟି

ଚକ୍ଷୁ କୁସୁମିତ ଅଶ୍ରୁ ଝରିିିିପଡେ

ନପାରଇ କେବେ ସାଉଁଟି।।


ମଧୁୁର ଚଂଚୁ ରେ ଯଡିିତ

ଚିବୁକକୁ କରି କୁଞ୍ଚିିିତ 

ମଧୁୁର ମଧୁୁର ବାଣୀ କହୁଥିଲା

ହୋଇଯିବ ଏବେ ସ୍ତବିିିତ।।


ସହକାର ବନ ଗୁମ୍ଫିତ

ମୋ ଶାଖାରେ କିଏ 

ଦୋଳାଇତ ହେବ

ମୋ ବକୁଳରେ ହୋଇ ଆନନ୍ଦିତ।।


ପ୍ରକୃତିିର ଏକି ବିିିିଧାନ

ଚୋକର ଚକୋରୀ

ବସିି ଭାବୁଛନ୍ତି 

ବାହୁଡିଲା କରି ନିଧନ।।


କାହା ମୁୁଖେ ନାହିଁ ହରସ 

ଚାତକ ଟିିିକିଏ 

ବିନ୍ଦୁ ଝର ପାଇଁ 

ହବ ପୁଣିି ଅୟରସ

ପ୍ରକୃତିିର ଏକି ବିିିିଧାନ

ପ୍ରକୃତିିର ଏକି ବିିିିଧାନ ।।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍