Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

2  

Ram Prasad Bisoi

Others

ସଂଳାପ-୮୦

ସଂଳାପ-୮୦

1 min
1.1K


ସଂଳାପ-୮୦
 
ଜୀବନ,
ତୁମେ ଯଦି ଗପ ହୁଅ,
ପ୍ରେମ ତୁମେ ବନି ପାରିବ କି ?
କବିତା କବିତା----------!
ହୃଦୟରେ ତୁମକୁ 
ଢେର ସଞ୍ଚି ରଖିଛି
ମୁକ୍ତ ଭାବେ 
ବାଣ୍ଟି ବି ଚାଲିଥିବି 
ଯେତେଦିନ ଅଛି ମହିମଣ୍ଡଳେ
ତୁମକୁ ନେବାରେ 
କାର୍ପଣ୍ୟତା ଥାଇପାରେ
କିନ୍ତୁ ମତେ 
ବାଣ୍ଟିବାରେ ନାହିଁ
ଦ୍ଵିଧା
ଜୀବନ ତୁମେ 
ଗପ,ଗପ ;
ପ୍ରେମ ତୁମେ  
କବିତା,କବିତା ।
 
©®କାଶ୍ୟପ,ରାୟଗଡା ।


Rate this content
Log in