ସଂଳାପ-୭୮,
ସଂଳାପ-୭୮,
1 min
6.8K
ସଂଳାପ-୭୮,
ବହୁତ ଦୂର
ଏମିତି କେତେ ଦୂର ଯେ
ଯାଇଛ ଚାଲି,
ଦୂର ଦିଗନ୍ତ ସେପାରି
ଅପହଞ୍ଚ ଇଲାକା ତ ନୁହେଁ,
ଖାଲି
ଗୋଟିଏ ପାଦ ଆଗକୁ
ବଢାଇବା ବାକି ଅଛି,
ନୀରବତା ତୁମ ଯେ
ଅସହ୍ୟ,
ଅସହାୟତା
କେବେ ହୁଏ ନି ପାଦର ବନ୍ଧନ,
ବାହାନା
ଆଉ କେତେ ଦିନ---!
©®କାଶ୍ୟପ,ରାୟଗଡା ।