Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

3  

Ram Prasad Bisoi

Others

ସଂଳାପ-୪୨

ସଂଳାପ-୪୨

1 min
6.7K


ସଂଳାପ-୪୨
 
ସ୍ୱପ୍ନାବିଷ୍ଟ ଅର୍ଜୁନ,ପଚାରୁଛନ୍ତି ନିଦ୍ରାରେ,
କିଏ ? ତୁମେ ପୁତ୍ର ,
ତୁମେ କଣ ? 
ସେଇ ଉଲୁପିଙ୍କ 
ପୁତ୍ର ,
ଦେଉଛ ମତେ 
ଯୁଦ୍ଧମ୍ ଦେହିର ଡାକରା,
ଅର୍ଜୁନ ମୁଁ , 
କପିଧ୍ୱଜ ଶ୍ରୀକୃଷ୍ଣଙ୍କ ସମେତ ମିଶି ଲେଖିବାକୁ ଯାଉଛି 
ଇତିହାସରେ ବର୍ଣ୍ଣିତ ହେବାକୁ ଥିବା 
ଆର୍ଯ୍ୟାବର୍ତ୍ତର-ମହାପର୍ଵ ମହାଭାରତ
ଦିଵ୍ୟାସ୍ତ୍ର ଦ୍ୱାର ସଜ୍ଜିତ 
ମୋ ତୁଣୀର ,
କିଏ ? ତୁମେ ପୁତ୍ର ,
ଶ୍ରେଷ୍ଠ ଧନୁସ ମୋ ଗାଣ୍ଡିବ
ଦ୍ରୋଣ ଶିଷ୍ୟ 
ମୁଁ ଅର୍ଜୁନ-----?
ସାବଧାନ
କିଏ ?  ତୁମେ ପୁତ୍ର -----!
 
©®କାଶ୍ୟପ
 
 
 
 


Rate this content
Log in