STORYMIRROR

Basanti Pattnaik

Children Stories Classics

3  

Basanti Pattnaik

Children Stories Classics

ସମୟ

ସମୟ

1 min
175

ସମୟ‌ ଆମକୁ ଘାଇଲା କରିଛି

ସମସ୍ତଙ୍କୁ ଘରେ କ‌ଏଦ କରିଛି

କୋରୋନା ଭୟ ସର୍ବଙ୍କୁ ଘାରିଛି

ନିୟମ ମାନି କି ଘରେ ରହୁୁୁଛୁ

ସବୁ ଜିନିଷ ଧୋଇ ବ୍ୟବହାର କରୁୁୁଛୁ

ପିଲାଙ୍କୁ ହୋଇଛି ଭାରି ମଜା

ପାଠ ପଢ଼ାରେ ନାହିଁ ସଜା

ଅନ୍ ଲାଇନ୍ ପାଠପଢ଼ା ମଜା

ଦେଉଛି ତାହାଙ୍କୁ ଭାରି ସୁବିଧା

ଭିଡିଓ ଗେମରେ ପିଲା ଖେଳୁଛି

କହୁଛି ସିିଏ ପାଠ ପଢୁୁୁଛି

ମାଆ ବାପାଙ୍କୁ ଚିନ୍ତା ଘାରୁଛି

ପିଲାର ଦୁୁଷ୍ଟାମି ବଢ଼ି ଚାଲିଛି

କେବେ ସରିବ କୋରୋନା କାଳ?

ମଣିଷ ଜୀବନ ହେଉଛି ଅକାରଣ

ଘରର ହିତ ଚିନ୍ତା ଘାରୁଛି

ସକଳ ଚିନ୍ତା ମାଡି ବସୁଛି

ଆଈମାଆ କହୁଛି କି କାଳ ହେଲା

ସମସ୍ତଙ୍କୁ ଇଏ ମାରିିଣ ଦେଲା

ଏମିତି ତ ଆମେ କେବେ ଦେଖିନୁ

କି କାଳ ହେଲା ଆମେ ଶୁଣିିିନୁ"



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍