Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sonali Garnayak

Others

3  

Sonali Garnayak

Others

ସ୍ମୁତି

ସ୍ମୁତି

1 min
145


ସ୍ମୃତି ମୁଲକର ସାଇତା ସ୍ବପ୍ନ ତୁ !

ଟିପିଟିପି କାକରର ଅଲିଭା ଗାର ତୁ 

କାହିଁ କେତେଦିନୁ ଧରିଛି ମୁଁ ଜାବୁଡି 

ବିନ୍ଦୁବିନ୍ଦୁ ଲୁହ ମୋର ନିଗାଡ଼ି 

ହଜିଛି କେଉଁଠି ମୋ ଜହ୍ନ 

ପାସୋରି ତା ସ୍ପନ୍ଦନ ମୋ ମନ !

ଆଜିବି ସେ ହସର ଚିତ୍କାର 

ଉନ୍ମାଦନା ସଜାଏ ମୋତେ ପ୍ରତିଥର ।।


Rate this content
Log in