mir mustakim alli
Others
ଦେଖୁଛ
ଏବେ ଏବେ ତ ଯାଇଛି
କଣ ଜାଣିପାରୁନ
ତୁମ ମୋ ଅନ୍ତରର ଗଭୀରତା
ବ୍ୟାପକତାର ସ୍ମୃତି
ସ୍ଥିତି ପରିସ୍ଥିତି ।
ଭାବୁକ ହୋଇ କଣ ଭାବୁଛ ?
କିଛି ହେବ ନାହିଁ
ଏ ସବୁ ଚାଲିଗଲା
ଆଉ ଡରିବାର ନାହିଁ,
ଏ ସବୁ ପଡ଼ିବ ମନେ
ସବୁବେଳେ ନାହିଁ ତ ବି ଦିନେ ଦିନେ,
ତାକୁ ହିଁ କହିବା
ସ୍ମୃତି ସ୍ମୃତି ସ୍ମୃତି ।।
ଜୀବନ ଯୁଦ୍ଧର ଚ...
ବଡ଼ଦାଣ୍ଡ
ଗଲା ସେହିଦିନ କ...
ପ୍ରାର୍ଥନା
ଶ୍ରମିକ ମୁଖରୁ ...
ଅଭୁଲା ଅତୀତ
ରଜ ପିଠା
ଗୁରୁ
ମହାମାରୀ (କରୋନ...
କାନଭାସ୍