Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanuja Meghamala

Others

3  

Sanuja Meghamala

Others

ସମ୍ପର୍କ

ସମ୍ପର୍କ

1 min
152


ସ୍ବାର୍ଥ ସର୍ବସ୍ବ ଏ ଦୁନିଆରେ ଆଜି

ସମ୍ପର୍କଟି ମୂଲ୍ୟହୀନ

ଆପଣାର ସାଜି ଚକ୍ରବ୍ୟୁହ ରଚି

କ୍ଷଣକେ ନେବେ ଜୀବନ ।


ପିତା ପୁତ୍ର ମାତା ଭଗିନୀ ଦୁହିତା

ପତି ପତ୍ନୀ ସହୋଦର

କେ ଅବା ନିଜର ସାଜି ସାତ ପର

ଦିଅନ୍ତି ମିଠା ଜହର ।


ବିଶ୍ୱାସରେ ବିଷ ବିଷକୁ ବିଶ୍ୱାସ

ଏତ ସଂସାରର ରୀତି

ବିଶ୍ୱାସ ବିହୁନେ ଏ ଛାର ଜୀବନେ

ସମ୍ପର୍କର କିବା ସ୍ଥିତି ।


ନିଜ ମନ କଥା ମନେ ମାରିଦେଇ

ନିତି ହସିବାକୁ ହୁଏ

ସତ ମିଛ ଅବା ଆତ୍ମ ପ୍ରବଞ୍ଚନା

ବୁଝିବା ସହଜ ନୁହେଁ।


ଜଟିଳ ଜୀବନ ବଡ଼ ନିରୀମମ

ସଂସାରର ଚଲା ପଥ

ହାତେ ମାପି ଦେଇ ଚାଖଣ୍ଡେ ଭିତରେ

ଚାଲିବାକୁ କରେ ବାଧ୍ୟ।


Rate this content
Log in