Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Yudhisthir Khamari

Others

3  

Yudhisthir Khamari

Others

ସକ୍ରିୟ ଯୋଦ୍ଧା ଆମେ

ସକ୍ରିୟ ଯୋଦ୍ଧା ଆମେ

1 min
146


କାଳଚକ୍ର କବଳିତ କରିଛି

ତାରି ସମୟ ସ୍ରୋତରେ ସଭିଙ୍କୁ

କାହାର ପତ୍ତା ହଜିଯାଇଛି ତ

କିଏ ସଂଗ୍ରାମ କରୁଛି ପ୍ରରତିକୂଳ ସମୟ ସହ

ଜୀବନକୁ ବାଜି ଲଗାଇଛି

ଜୀବନ ଜୀବିକା କୁ ବଞ୍ଚାଇବାକୁ

କୁହାଯାଏ ଜୀବନ ର ଅର୍ଥ ହିଁ ସଂଗ୍ରାମ

ହେଲେ ଏମିତି କରାଳତା?

କରୋନା ସହିତ ଜୁଝି ଜୁୁୁଝି

ନୟାନ୍ତ ହୋଇ ଯାଇଛି

କେବେ ହରାଇଛି ଆତ୍ମମିୟତାକୁୁ

କେବ ହରାଇଛି ଆୟର ପନ୍ଥାଟିିିକୁ

ତଥାପି,

ତଥାପି ହାରି ଯାଇନି ସେ ଅନ୍ତରରୁ

ଜୁଟାଉଛି ସାହସ,

ଜୁଟାଉଛି ସହସ୍ର ସୈନ୍ୟ ର ବଳ ‌

ଲଢ଼ିବାକୁ, ସାମ୍ନା କରିବାକୁ

ପ୍ରାଣଘାତୀ ପ୍ରତାରକ କରୋନା ସହ

ତୁଟି ଜାଇନି ଆତ୍ମବଳ,

ତୁଟି ଜାଇନି ସାହସ

ନିଶ୍ଚୟ ଦିନେ ପରାଜିତ ହେବ ।

ବିଦେଶୀ କରୋନା ଭୁତାଣୁ

ଧରାଶାୟୀ ହେବ, ସତ୍ତା ହୀନ ହେବ

ଆମ ସହଯୋଗ, ଦୃଢ଼ ବିଶ୍ୱାସ ଓ

କରୋନା ଯୋଦ୍ଧା ଙ୍କ ପରାକ୍ରମ ବଳେ

ପୁଣି ଫେରିବ ସେହି ନିିିିିିଷ୍ପାପ ଶିଶୁ ମୁହଁ ରେ ହସ

ପଲ୍ଲବିତ ହେବ ନୂତନ ପୁଷ୍ପରାଶି

ବ୍ୟଥିତ ପିତାର ହୃଦୟ ରେ ।

      


Rate this content
Log in