STORYMIRROR

Manju Rath

Others

3  

Manju Rath

Others

ସିନ୍ଦୁର

ସିନ୍ଦୁର

1 min
16

ଅଳିତା ଜଳୁଛି ଇର୍ଷା ରେ 

ସିନ୍ଦୁର କୁ ଦେଖି

ମଥା ରେ ରହିଛୁ 

ମନଲାଖି

ଫରୁଆ ଛୋଟ ହେଉ

ଅବା ବଡ 

ପୁର୍ଣତା ରୁହେ 

ଦର୍ପଣ ଦେଖି

ଛୋଟିଆ ମଥା ହେଉ

ଅବା ବଡ ମଥା

ସିନ୍ଦୁର ଗୋଲାକାର

ଯେବେ ଯାଏ ପିନ୍ଧି

ସିନ୍ଦୁର ବିନା ଶୃଙ୍ଗାର ନ

ହୁଏ ପୁର୍ଣତା

ସ୍ତୀ ର ମର୍ଯଦା କଥା କୁହେ 

ସିନ୍ଦୁର ର ସୁନ୍ଦରତା

ପାଦ ର ଅଳିତା 

ଜଳେ ଈର୍ଷା ରେ 

ନାଲି ହୋଇ ମୁଁ ପାଦର 

ଶୃଙ୍ଗାର ରେ 



Rate this content
Log in