STORYMIRROR

Manju Rath

Others

3  

Manju Rath

Others

ଆଜି ମୋ ଅଗଣା ରେ ବର୍ଷା

ଆଜି ମୋ ଅଗଣା ରେ ବର୍ଷା

1 min
44

ଓଦା ହେଲା 
ଟୁପଂଟାପ୍ ଶବ୍ଦ ରେ 
ବର୍ଷା କୁ ସ୍ୱାଗତ ର 
ପାଉଁଜି ପିନ୍ଧାଇଲା 

ଆଜି ମୋ ଅଗଣା ଓଦା ହେଲା 
ମାଟି ର ମହକ ଅପେକ୍ଷା ର ବର୍ଷା କୁ
ଚାହିଁ ରହିଥିଲା 
ଆଜି ମୋ ଅଗଣା ରେ 
କାଗଜଡଙ୍ଗା ଭାସିଲା 

ଖୋଜୁଥିଲା ମୋ ଅଗଣା ବର୍ଷା କୁ 
ଭିଜିବ ତା ମାଦକତା ରେ 
ଆନମନା ହେବ ତା ଝିପ୍ ଝିପ୍ ମନରେ 
ନିଃଶବ୍ଦ ମିଠା ମିଠା ବୁନ୍ଦା ରେ 

ଅପେକ୍ଷା ର ଅନ୍ତ ଘଟାଇ 
ବରଷିଗଲା ବର୍ଷା ମୋ ଅଗଣା ରେ 
ଆଜି ଓଦା ହେଲା ମୋ ଅଗଣା 
ଟୁପ୍ ଟାପ୍ ଶବ୍ଦ ବିନ୍ୟାସ ରେ 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍