STORYMIRROR

Manju Rath

Others

3  

Manju Rath

Others

ହୋଲି

ହୋଲି

1 min
123

ପରବେ ଉଭା ହେଲା 

ଫଗୁଣ ର ରଙ୍ଗ 

କଣେଇ ଚାହିଁଲା 

ରଙ୍ଗ ରେ ଛିଟିକି ପଡିଥିବା

ଅବୀର ର ସାତ ରଙ୍ଗ 


ଗୋଲାପି ତା ଅଙ୍ଗ 

ନୀଳ ନାଲି ହଳଦିଆ 

ଫଗୁ ବାଇଗଣି ରଙ୍ଗେ 

ଭିଜେ ତା ମିଳନ ର ଛନ୍ଦ 


ହସେ ଆଜି ଫଗୁଣ ର ସ୍ୱର 

ଗୁଣୁଗୁଣୁ ଗୀତ ରେ ସେ ବିଭୋର 

ରାଧା ରାଧା ଗୋପପୁର 

ରଙ୍ଗ ଆଜି ମୋହନ ବଂଶୀଧର


Rate this content
Log in