STORYMIRROR

Manju Rath

Others

3  

Manju Rath

Others

ସ୍ୱାର୍ଥ

ସ୍ୱାର୍ଥ

1 min
125

କିଛି ବି ମୁଁ ଯଦି ଆଜି କହିବି 
ସ୍ୱାର୍ଥ ର ଛିଟା ତୁମକୁ ଆଘାତ ଦେବ 
ତୁମେ ସହ୍ୟ କରିପାରିବନି 
ମୋ ସ୍ୱାର୍ଥ  ମାଗିବ 

ବହୁତ ନ ହେଲେ ଅଳ୍ପ 
ତୁମେ ଦେଉଥିବ 
ସ୍ୱାର୍ଥ ର ଆଢୁଆଳେ 
ସମୟ ଆସିଲେ 
ମୂଳ ସୁଦ୍ଧ ସହିତ ଆଦାୟ କରିବ 

ସେହି ସ୍ୱାର୍ଥ ପରା 
କଥା କହିବା ବିନା ସ୍ୱାର୍ଥ ସହିତ 
ମହଙ୍ଗା ପଡିଲାଣି 
ଆଜି ସ୍ୱାର୍ଥ ହାତକୁ ହାତ 
ଦିହାତ ହେବାପାଇଁ 
ନିଃଶ୍ୱାର୍ଥ କୁ ପଛକୁ ଠେଲିଲାଣି 


Rate this content
Log in