STORYMIRROR

Manju Rath

Others

4  

Manju Rath

Others

ବର୍ଷା

ବର୍ଷା

1 min
17

ଆନମନା ମନ ନେଇ 

କଥା ହେଉଥିଲି 

ତୁମ ସାଥେ

ଓଦା ଓଦା ମନ ଦେଇ


ପୁରା ଭିଜାଇଲ ମୋ 

ଦେହ ଭିଜିଲି

ଝିପ୍ ଝିପ୍ ବର୍ଷା ନେଇ

ପୁରା ଆନନ୍ଦ ନେଉଥିଲ

ମୋ ସାଢୀ କୁ ଦେଖି


ମୋ ଥରୁଥିବା ଓଠ ରେ

ବୁନ୍ଦାଏ ଜଳ ଦେଇ

ନୀରବି ଯିବାପାଇଁ

ମେଘ କୁ ଆଣୁଥିଲ ସାଥେ


ଶୁନ୍ ଶାନ୍ ରାତି ନେଇ

ତୁମ ଇଙ୍ଗିତ ରେ

ମୁଁ ଖୋଜୁଥିଲି

ମୋ ଦେହ ର ଭିଜା ଭିଜା

ମହକ ର ବାସ୍ନା କୁ ଦେଇ



Rate this content
Log in