STORYMIRROR

Kalyani Nanda

Others

3  

Kalyani Nanda

Others

ସିଏ ବି ବଞ୍ଚିବା ଶିଖିଛି

ସିଏ ବି ବଞ୍ଚିବା ଶିଖିଛି

1 min
173

ସକାଳ ନିଦକୁ ମାଡ଼ି ମକଚି ଦେଇ,

ସ୍ଵପ୍ନର ଦୁନିଆ ତା ଜରି ଅଖାରେ ଭରି ଦେଇ,

ଆଖି ମଳି ମଳି ବାହାରେ, ବଞ୍ଚିବା ପାଇଁ,

ଦୁଇ ମୁଠା ଆହାର ସନ୍ଧାନରେ।

 

ଛିଣ୍ଡା ସାର୍ଟରେ ଝାଳ ପୋଛି ପୋଛି,

ଛୋଟିଆ କାନ୍ଧରେ ପରିବାରର ବୋଝ ବୋହି, 

ଅଳିଆଗଦାରେ ଜୀବନ ଜୀଇଁବାର ସୂତ୍ର ଖୋଜି,

 ବଞ୍ଚିବା ଶିଖି ଯାଇ ଜରି ଗୋଟାଳି ଘରକୁ ଫେରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍