Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Nayak Akshaya raazhasti

Others

3  

Nayak Akshaya raazhasti

Others

ଶୁଭ ଜନ୍ମଦିନ

ଶୁଭ ଜନ୍ମଦିନ

1 min
241


ପରମ କାରୁଣିକ ଈଶ୍ୱରଙ୍କ ଭାଵ ବୋଳା

 ସେଇ ମଧୁ ସୃଷ୍ଟ ବେଳା,

ଭିଜା ଭିଜା ଇଛାଶକ୍ତି ଆଗେ

 ରହି ପାରେନା ଏକେଲା l

 ମୁକୁଳି ବାର ବାଟ ଖୋଜୁ ଥାଏ

ଏକେଲା ମନର ତତଲା ପାଇଁ

ସ୍ନେହ ଭଲ ପାଇବା, ବିଶ୍ଵାସର ଅର୍ଗଳିଡେଇଁ

ପ୍ରୀତି ଭାଵ ବତୁରାଇ

ମହକିତ କରେ ଭୂଇଁ

କୁଆଁ କୁଆଁ ନାଦ ଦେଇ

ଖୁସିର ମହୋଲଟିଏ ହୋଇ l



Rate this content
Log in