Nayak Akshaya raazhasti

Others


3  

Nayak Akshaya raazhasti

Others


ଶୁଭ ଜନ୍ମଦିନ

ଶୁଭ ଜନ୍ମଦିନ

1 min 170 1 min 170

ପରମ କାରୁଣିକ ଈଶ୍ୱରଙ୍କ ଭାଵ ବୋଳା

 ସେଇ ମଧୁ ସୃଷ୍ଟ ବେଳା,

ଭିଜା ଭିଜା ଇଛାଶକ୍ତି ଆଗେ

 ରହି ପାରେନା ଏକେଲା l

 ମୁକୁଳି ବାର ବାଟ ଖୋଜୁ ଥାଏ

ଏକେଲା ମନର ତତଲା ପାଇଁ

ସ୍ନେହ ଭଲ ପାଇବା, ବିଶ୍ଵାସର ଅର୍ଗଳିଡେଇଁ

ପ୍ରୀତି ଭାଵ ବତୁରାଇ

ମହକିତ କରେ ଭୂଇଁ

କୁଆଁ କୁଆଁ ନାଦ ଦେଇ

ଖୁସିର ମହୋଲଟିଏ ହୋଇ l



Rate this content
Log in