STORYMIRROR

Maitreyee Kamila

Others

3  

Maitreyee Kamila

Others

ଶ୍ରୀ ଗୁଣ୍ଡିଚା

ଶ୍ରୀ ଗୁଣ୍ଡିଚା

1 min
17

 ଶ୍ରୀକ୍ଷେତ୍ର ର ଶୋଭା ପ୍ରଭୁ ତୁମ ଠାରେ ଦିଶେ

ବଡ଼ଦାଣ୍ଡେ ରଥ ଟଣାଭକ୍ତ ଚାହିଁ ବସେ

ଘଣ୍ଟ ଘଣ୍ଟା କର ତାଳି ଚତୁର୍ଦିଗ ଶୋଭେ

ପହଣ୍ଡି ବିଜେ କୁ ଟାହିଆ ସାଜେ


ରଥ କହେ ମୋ ପ୍ରିୟ ପରମ 

ପଥ କହେ ନୁହେଁ ସେ କାହାର

ଏମିତି ଠାକୁର ଦେଖିଛ କି କେହି

ବଡ଼ଦାଣ୍ଡେ ଭକ୍ତ ର ସେ ବାଟ ଚାହିଁ ବସେ


 ଆଷାଢ଼ ଶୁକ୍ଳ ଦ୍ଵିତୀୟା ଠାରୁ ଦଶମୀ ଯାଏ

ନବ ଦିନ ଧରିଏ ଯାତ୍ରା ଲାଗିରହିଥାଏ

ବଡ଼ଦାଣ୍ଡେ ରଥ ଗଡେ ମାଉସୀ ଘରକୁ

ଭକ୍ତ ଚାହିଁ ରହିଥାଏ ସେ ଅପୂର୍ବ ବେଶ କୁ


ଓଡ଼ିଆ ର ପ୍ରାଣ ଅଟେ ନନ୍ଦିଘୋଷ  

ବିଶ୍ୱ ମୈତ୍ରୀ ଏକତା ର ଅଟେ ମୂଳମନ୍ତ୍ର

ଭାଇ ଭଉଣୀ ସଂଗେ କାଳିଆ ସାଜଇ

ଜନ୍ମବେଦୀ ଖୋଜୁଥାଏ ପରା ନିଜର ହୋଇ

 

ମହାଲଷ୍ମୀ ହୁଅନ୍ତି ରାଗ ତମ ତମ ନ ଦେଖି ପ୍ରଭୁଙ୍କୁ ଶ୍ରୀମନ୍ଦିର ଯାକ

ହେରା ପଞ୍ଚମୀ ରେ ମାଆ ଯାଆନ୍ତି ବାହାରି 

 ରାଗ ଅଭିମାନ ସବୁ ଅଜାଡି ଦିଅନ୍ତି 

 ପ୍ରଭୁଙ୍କୁ ଦେଖି 

ରଥ କାଠ ଖଣ୍ଡେ ଭାଙ୍ଗି ସେ ଆସନ୍ତି।


Rate this content
Log in