STORYMIRROR

jagabandhu sahu

Others

3  

jagabandhu sahu

Others

ଶକୁନି

ଶକୁନି

1 min
755


ନାହାନ୍ତି ଆଜି ସେ କୌରବ ପାଣ୍ତବ

    ନାହିଁ ସେ ରଥ ସାରଥି

ନାହିଁ ଆଜି ସେଇ  କପଟର ପଶା

    ନାହିଁ ସେ ସତୀ ଦ୍ରୌପଦୀ ।


କଳିଯୁଗେ କୁରୁକ୍ଷେତ୍ର ଏ ସଂସାର

   ଭାଇ ଭାଇରେ ବିରୋଧି

ଗାଆଁ ଦାଣ୍ତ ଆଜି ପଶା ପାଲି ସମ

    କ୍ରୋଧରେ ବସେ ଶକୁନି ।


ରକ୍ତ ଭିଜା କେଶ  କ୍ଷଣକେ ଧୁଅନ୍ତି

    ଦୁର୍ନିତୀଟା ପଶା କାଠି

କେତେ ଦିନ ମନ ପାରିବୁରେ ତୁହିଁ

   ନୀରିହ ଜନତା ଠକି ।


ଶକୁନିର ଲକ୍ଷ୍ୟ ସରିଗଲା ପରେ

    ଭୂମିପରେ ଯିବୁ ଟଳି

ଆହୁ ପାଇବୁନି ଅମୂଲ୍ଯ ଜୀବନ

    ଯେତେ ତୁ କରିଲେ ଅଳି ।


ଅଧର୍ମ କବଚ ଯେତେ ଶକ୍ତିଶାଳି 

    ଧର୍ମ ଦିନେ ଦେବ ଭେଦି

କପଟର ଏଇ ପଶାପାଲି ମଧ୍ଯେ

     ଶକୁନି ନେବୁ ସମାଧି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from jagabandhu sahu

Lass of money

Lass of money

1 min ପଢ଼ନ୍ତୁ

Happy break U...

Happy break U...

1 min ପଢ଼ନ୍ତୁ

Happy Missing...

Happy Missing...

1 min ପଢ଼ନ୍ତୁ

Happy Confess...

Happy Confess...

1 min ପଢ଼ନ୍ତୁ

Happy Flirtin...

Happy Flirtin...

1 min ପଢ଼ନ୍ତୁ

Happy Perfume...

Happy Perfume...

1 min ପଢ଼ନ୍ତୁ

Happy Kick Da...

Happy Kick Da...

1 min ପଢ଼ନ୍ତୁ

Happy Slap Da...

Happy Slap Da...

1 min ପଢ଼ନ୍ତୁ

Happy Valenti...

Happy Valenti...

1 min ପଢ଼ନ୍ତୁ

Happy Kiss Da...

Happy Kiss Da...

1 min ପଢ଼ନ୍ତୁ