STORYMIRROR

Sunanda Mohanty

Children Stories Others Children

3  

Sunanda Mohanty

Children Stories Others Children

ଶିଶୁ ଦିବସ ,,,,,,,,,,,,,,,,,

ଶିଶୁ ଦିବସ ,,,,,,,,,,,,,,,,,

1 min
10



ପ୍ରଣାମ  ନେହେରୁ ଚାଚା
ଜନ୍ମଦିନ ଦେଲ ତୁମେ ଆଛା 
ଦିବସଟେ ପାଇବାକୁ ଥିଲା ଇଛା 
ପ୍ରଥମ ଆମେ ଶିଶୁ ଗୋଛା 
ଫୁଟି ହେବୁ ଫୁଲ ସଚ୍ଚା 
ସବୁରି ହୃଦୟ ଜିତି ଆମେ ବଚା 
ଆମ ମନେ ନାହିଁ କଳୁଷ କାଳିମା ତୁଚ୍ଛା
ଦେଶ ଜାତି ନାମ କରି ଉଚ୍ଚା 
ଝଣ୍ଡା ରଖିବୁ ଉଚ୍ଚା ହୋଇ ବଛା 
ବାଜିରାଉତ ପରି ହୃଦୟ ସ୍ୱଚ୍ଛ 
ଲଗାଇବୁ ଆମେ ଗଛ 
ପୋଖରୀରେ ଖେଳାଇ ମାଛ
ସତ କହୁଥିବୁ ଛାଡ଼ି ମିଛ
ସଭିଏଁ ସମାନ ନୁଁହଁ କିଏ ଆଗ ଅବା ପଛ
ମାଟି ମାଆ କୁ ରଖିବୁ ସ୍ୱଚ୍ଛ 
କାହାକୁ ଭାବିବୁନି କେବେ ଉଚ୍ଚ ନୀଚ୍ଚ 
ପରବ ପାଳିବୁ ଗୌରବ ଫେରାଇ ଆଣିବୁ 
ମନ ହୃଦୟ ରଖି ସ୍ୱଚ୍ଛ କାହାକୁ ନକହି ନୀଚ୍ଚ
କିଏ କୋଉଠି ଭାଇ ଭଉଣୀ ଅଛ 
ଜବାହରଲାଲ ନେହେରୁଙ୍କ ପରି ହୋଇ ଉଚ୍ଚ 
ରଖିବା ଦେଶ ଜନନୀର ନାମ ଟେକ ସଦା ଉଚ୍ଚ
କଳୁଷ କାଳିମା ମନ ହୃଦୟରୁ ସାଥି ପୋଛ
,,,,,,,,,,,,,,,,,


Rate this content
Log in