STORYMIRROR

Dipti lekha Mishra

Others

3  

Dipti lekha Mishra

Others

ଶିକୁଳି

ଶିକୁଳି

1 min
12.1K


ମଣିଷ ହାତରେ ଶିକୁଳି ପଡେ

ପୋଲିସ୍ ମାମୁଁ ଦ୍ବାରା

ନୋହିଲେ ପଡଇ ଶିକୁଳି

ଘର ଲୋକଙ୍କ ଦ୍ବାରା ।


ହେଲେ ଏ ଚତୁର ମଣିଷ ଜାତି

ଚାହେଁନା ବାନ୍ଧି ହୋଇ ରହିବାକୁ

ହଜାଇଦେବାର ସପନ ଦେଖେ ସିଏ

ରଖେ ମୁକ୍ତ ଆକାଶ ତଳେ ନିଜକୁ॥


ବାୟା ହେଉ କି ଚୋର ଦଲାଲ

ସଭିଙ୍କୁ ଦଣ୍ତ ଦେବା ଅନିବାର୍ଯ୍ୟ

ହେଲେ ଶିକୁଳି ଟାଣି ରଖିଲେ

ବ୍ୟବହାର ହୁଏ ଅତି କଦର୍ଯ୍ୟ ॥


ଗୋଡରେ ବେଡି ହାତରେ ବେଡି

ଯେତେ ଟାଣୁଛ ଟାଣ ହେ ପୋଲିସ୍

ମଣିଷ ନୁହଁଇ ଅତି ମୁରୁଖ ଜାଣିଥା

ଫିଟାଇବ ଶିକୁଳି ହେବ ସେ ଫୁସ୍ ॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍