STORYMIRROR

Prafulla Chandra Mishra

Others

2  

Prafulla Chandra Mishra

Others

ଶୀତ

ଶୀତ

1 min
116


• ଶୀତ

• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି ,ଖୋର୍ଦ୍ଧା

• ---------- -------------------- ----------

• ତୁଷାର ସହିତ ମୃଗାଙ୍କ ନକ୍ଷତ୍ର

• ଧରାରେ ଶୀତଳ କୈମୁଦୀ

• ସଚରାଚର ତା ପ୍ରକୋପରେ ଥରଇ

• ବୈଶ୍ଵାନର ସର୍ବେ ଲୋଡ଼ନ୍ତି ,,

• ଶୀତବସ୍ତ୍ର ଅଙ୍ଗେ ଢାଙ୍କନ୍ତି

• କୁନିଆତ୍ମଜ ଙ୍କ ମେଳେ ଆଈ ମା

• ଗପ ପେଡି ଖୋଲୁ ଥାଆନ୍ତି ।।


• ଏହି ଶୀତକାଳ କରଇ କାତର

• ଦୁଃଖୀ ଜନ ଦୁଃଖେ ଅଧୀର

• ଅନେକ ଯାତନା ଦୁଃସହ ବେଦନା

• ଜନ ଜୀବନ ରେ ପ୍ରକୃତି

• ଶୀତ,ମିତ ହୀତକାରି ଟି

• କେତେ ହସ ଖୁସି ସୁଖ ଦୁଃଖ ଭରା

• ଋତୁଚକ୍ରେ ଋତୁ ଭୋଗନ୍ତି ।।





Rate this content
Log in