Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

padmaja pati

Others

2  

padmaja pati

Others

ଶୀତ ସକାଳର ଦୃଶ୍ୟ

ଶୀତ ସକାଳର ଦୃଶ୍ୟ

1 min
309


କାକରରେ ଭିଜା ଘାସର ଗାଲିଚା

ମୁକୁତା ସମ ଝଟକେ

ବନ ଉପବନେ ଫଳ, ଫୁଲ ଶୋଭା

ଦେଖି ପଥିକ ଅଟକେ l

ସୂରୁଜଙ୍କ ତେଜ ନ ଲାଗେ ପ୍ରଖର

ସଭିଏଁ ଖୋଜନ୍ତି ଖରା

କୁହୁଡି ପଣତେ ଢାଙ୍କି ହୋଇ ଧରା

କରିଦିଏ ଦିଗ ହରା l


Rate this content
Log in