STORYMIRROR

Narayan Sethi

Children Stories Classics Inspirational

4  

Narayan Sethi

Children Stories Classics Inspirational

ଶୀର୍ଷକ:- ଉଭୟଚର ପ୍ରାଣୀ ଠୁ ଶିକ୍ଷା

ଶୀର୍ଷକ:- ଉଭୟଚର ପ୍ରାଣୀ ଠୁ ଶିକ୍ଷା

1 min
245

ଲେଖକ:- ନାରାୟଣ ସେଠୀ 



ଆଜିର ଦୁନିଆଁ ରେ ମନୀଷ 

ମଣିଷକୁ କି ଭାଇ ଭାଇ କୁ

ସାହାଯ୍ୟ କରିବା ଦୂରର କଥା 


କେହି ଆଡ ଆଖିରେ 

ଦେଖିବାକୁ ନାରାଜ ହୋଇଥାଏ .....!!



ହେଲେ ଛୋଟ ପ୍ରାଣୀ ଟି 

ଆଉ ତା ସମ୍ପର୍କ କୁ ଦେଖ 

ଗୋଟେ ପଟ ରେ 

ସେ ନିଜେ ଆଉ ଅନ୍ୟ ପଟ ରେ

ତାର ଗୋଟେ ପରିବାର 



ପ୍ରାଣୀ ଟି ହେଲେ କଣ ହେଲା 

ନିଜର ବୁଦ୍ଧି ବଳରେ 

କାଦୁଅ କ ଆଡେଇ ଆଡେଇ 

ତା ପାରିବାର କୁ

ପାଣି ର ଅଭାବ କୁ ଦୁରେଇଦେଲା....!!




ହେଲେ ଏ ମଣିଷ ଗୋଟିଏ ସ୍ୱାର୍ଥପର 

ଏଠି କେହି ନୁହେଁ କାହାର 

ନା ରକ୍ତ ର କିଛି ମାନେ ଅଛି

ନା ରକ୍ତ କୁ କିଏ ବୁଝୁଛି 



ସଭିଏଁ ନିଜ ନିଜର ସ୍ବାର୍ଥ ରେ 

ଅନ୍ୟ କୁ କିଏ ପଚାରେ 

ଜନ୍ମ ଦେଇ ଥିବା ମା ଆଜି 

ବାର ପିଣ୍ଡା ରେ 

ଆଉ ନାହିଁ ତ......

ବୃଦ୍ଧାଶ୍ରମ ର ସାହାରା ରେ.....!!



ଦେଖ ଧରେ ଏ 

ପ୍ରକୃତି ର ବିମୋହିତ ଦୃଶ୍ୟ କୁ

ଏ ମଣିଷ ସମାଜ 

ସେବା ମନବୃତି ରେ 

କେତେ ଖୁସୀ ଅନୁଭବ ହୁଏ 

ଏ ଉଭୟଚର ପ୍ରାଣୀ ଠୁ ଶିକ୍ଷ.....!!



ରକ୍ତର ସମ୍ପର୍କ ଆଜି 

କିଛି ମୋହ ପାଇଁ 

ନିଜକୁ ଅଲଗା କରିଦେଉଛି 

ଆମ ଆଖ ପାଖ ଅଞ୍ଚଳରୁ 

ପ୍ରକୃତି ରୁ କିଛି ଶିଖିବା ଅପେକ୍ଷା 

ପ୍ରକୃତି କୁ ନିଜେ ହିଁ ନିଜେ ଧୋକା ଦଉଛି....!!



ସ୍ୱାର୍ଥପର ଦୁନିଆଁରେ ବି 

ଏମିତି ଅନେକ ଦୃଶ୍ୟ ଦେଖିବାକୁ ମିଳେ 

ହେଲେ ଏ କେମିତିକା ମଣିଷ ସମାଜ 

ପ୍ରକୃତି ର ସାହାରା ରେ ବଞ୍ଚୁଛି 

ହେଲେ ପ୍ରକୃତି ଦେଉଥିବା ଶିକ୍ଷା କୁ

ନିଜ ପାଦରେ ଆଡେଇ ଦଉଛି.......!!


ସମୟ ଆସିବ ଏ ମନୁଷ୍ୟ 

ନିଜ ସ୍ବାର୍ଥ ରେ ବିନାଶ ହେବ

ଆଉ ସେ ଦିନ କେବଳ ଆଉ 

କେବଳ ଏ ପୃଥିବୀରେ 

ଜୀବନ ରହିବ ସତ 

ହେଲେ ଏ ପରଉପକାରୀ 

ଉଭୟଚର ପ୍ରାଣୀ ହିଁ ବଞ୍ଚି ରହିଯିବ......!!!






Rate this content
Log in