STORYMIRROR

Bhabani Shankar Giri

Others

3  

Bhabani Shankar Giri

Others

ଶେଷ ଶ୍ରାବଣ

ଶେଷ ଶ୍ରାବଣ

1 min
245

       

ପ୍ରିୟା ମୋର ତୁମକୁ ରହିଲା ରାଣ 

ଏଥରକ ଜମା କରନି ବାରଣ l


          ଅପେକ୍ଷା କରି ହେଲିଣି ହଇରାଣ 

          ପହଞ୍ଚିଗଲା ପରା ଶେଷ ଶ୍ରାବଣ l


ଲଗାଣ ବରଷା ଧାରା ଶ୍ରାବଣର 

ଲିଭାଇ ପାରୁ ନାହିଁ ନିଆଁ ମନର l


       ବୁଝନା ଥରେ ଭଲ ପାଇବା ମୂଲ୍ୟ 

       ଜୀବନେ ମୋ କିଛି ନାହିଁ ତୁମ ତୁଲ୍ୟ l


ଶୁଣି ନିଅ ଏଇ ମୋର ଶେଷ କଥା 

ଶବ ଦେହେ ସଞ୍ଚାର ପ୍ରାଣର ସତ୍ତା l


        ନହେଲେ ମରିବି ଯେ ନିଶ୍ଚିତ ଜାଣ 

        ତୁମେ ହିଁ ତାହାର ହୋଇବ କାରଣ l



ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

More oriya poem from Bhabani Shankar Giri

ବର୍ଷା

ବର୍ଷା

1 min വായിക്കുക

ଜହ୍ନ

ଜହ୍ନ

1 min വായിക്കുക

ଗୁରୁ

ଗୁରୁ

1 min വായിക്കുക

ରଜ

ରଜ

1 min വായിക്കുക

ନିଶା

ନିଶା

1 min വായിക്കുക