STORYMIRROR

Jagabandhu Sahu

Others

2  

Jagabandhu Sahu

Others

ଶେଫାଳି

ଶେଫାଳି

1 min
35


ରାତିର ଅନ୍ଧାରେ  ଜନ୍ମ ନିଏ ମୁହିଁ

    ସକାଳକୁ ପଡେ ଝଡ଼ି

ଚଉଦିଗ ସିନା   ଦିଏ ମୁହିଁ ବାସ

    ତଳେ ଥାଏ ମୁହିଁ ପଡ଼ି

କିଏ ନିଏ ଆସି ଉଠାଇଯେ ମୋତେ

    କିଏ ଦିଏ ପାଦେ ଦଳି

ଅଳପ ଆୟୁଷ   ଅଟଇ ମୋହର

   ନାମ ମୋ ଗଙ୍ଗଶିଉଳି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍