Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

KRUTIBAS NAYAK

Others

4  

KRUTIBAS NAYAK

Others

ଶବ୍ଦରୁ ସୃଜନ-5 : ନୀରବ ଝ୍ଡ଼ : ଗୀତି-କବିତା : ନିରବ ଝଡ଼ରେ ହୋଇଯାଏ ଦିଗହରା

ଶବ୍ଦରୁ ସୃଜନ-5 : ନୀରବ ଝ୍ଡ଼ : ଗୀତି-କବିତା : ନିରବ ଝଡ଼ରେ ହୋଇଯାଏ ଦିଗହରା

1 min
296



 ଆଖିରେ ତୁମର ଭରିଛି କୁହୁକ ଚାହାଣି କପଟ ଭରା,  

ତଥାପି ତୁମକୁ ନଦେଖିଲେ ଦିନେ ଲାଗେ ଯୁଗଟାଏ ପରା |(ଘୋଷା)


କଥା କହୁଥାଅ ବଙ୍କେଇ ବଙ୍କେଇ,

ଭଲପାଅ ବୋଲି ଜାଣିପାରେ ନାହିଁ |

ତଥାପି ତୁମରି ହାତରେ କାହିଁକି ବାରବାର ଦିଏ ଧରା |

ଆଖିରେ ତୁମର ଭରିଛି କୁହୁକ ଚାହାଣି କପଟ ଭରା,  

ତଥାପି ତୁମକୁ ନଦେଖିଲେ ଦିନେ ଲାଗେ ଯୁଗଟାଏ ପରା | (1)


ଜଳୁଛ ତ ତୁମେ ନିଆଁ ପିଣ୍ଡ ହୋଇ,

ଜାଣେ ସେ ନିଆଁରେ ଜଳିଯିବି ମୁହିଁ |

ସବୁଜାଣି ମୁହିଁ ନିରବ ଝଡ଼ରେ ହୋଇଯାଏ ଦିଗହରା |

ଆଖିରେ ତୁମର ଭରିଛି କୁହୁକ ଚାହାଣି କପଟ ଭରା,  

ତଥାପି ତୁମକୁ ନଦେଖିଲେ ଦିନେ ଲାଗେ ଯୁଗଟାଏ ପରା || (2)





 


Rate this content
Log in