Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Susanta kumar Patra

Others

2  

Susanta kumar Patra

Others

ଶାସ୍ତି

ଶାସ୍ତି

1 min
7.0K


ପତି ଯଦି ଛାଡେ ନିଜ ଘରଣୀକୁ,

ଆପଣେଇବା ପାଇଁ ପର ନାରୀକୁ,

କରିବାକୁ ତା ସହିତ ସଦା ପ୍ରୀତି,

ପର ନାରୀ କେବେ ହୋଇବକି ସତୀ,

ନା ପରପୁରୁଷ ହେବ ସତ୍ୟବାନ ଭଳି ପତି ?

ଭୁଲିଯାଇ ସବୁ ସଂସାରର ରିତି ନିତି,

କ୍ଷଣକ ଖୁସି ପାଇଁ ସବୁ କରନ୍ତି ଅନିତି,

ନା ମିଳେ ତାଙ୍କୁ କେବେ ଖୁସି ନା ମିଳିଇ ଶାନ୍ତି,

ଅଯଥା ନିଜ ସଂସାରକୁ ନିଜ ହାତେ ଭାଙ୍ଗିଦିଅନ୍ତି |

ଭାଇ ଓ ଭଉଣୀ କିଏ କର ନାହିଁ ଏମିତି,

ନହଲେ କାନ୍ଦୁଥିବ ବସି ଦିନରାତି,

ଆଉ ପାଉଥିବ ଜୀବନ ଜାକ ଶାସ୍ତି |

ସୁଶାନ୍ତ କୁମାର ପାତ୍ର

ଦରପଦା, ନୟାଗଡ


Rate this content
Log in