STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Others

3  

ନାୟକ ଅକ୍ଷୟ ରାଜହସ୍ତୀ

Others

ସ୍ବର୍ଣ୍ଣ

ସ୍ବର୍ଣ୍ଣ

1 min
12.3K

ଛଳନା ର ରୂପ ଟିଏ ସେ ମାୟା ମିରିଗ 

ପ୍ରେୟସୀ ର ଚରିତାର୍ଥ କରିଲେ ରାଘବ 

ଯାର ବଳେ ଲଙ୍କା ପତି 

ଚାଲେ ମୁଣ୍ଡ ଟେକି 

ଗୋ ସଖୀ, ତମେ ନୁହଁ ନୁହଁ ସାକ୍ଷୀ କି?? 

ତୁମ ସହ ଭାବମୟ ଯୁଗେ ଯୁଗେ ନାରୀ 

ସ୍ତମ୍ଭ ରୁ ବାହାର ହେଲେ ଦୟାଳୁ ସୁକ୍ଷ୍ମ ରୂପ ଧରି 

ଅରି ସୂତ ଆହ୍ଲାଦିତ ହସନ୍ତି ମୁରୁକି 

ଗୋ ସଖୀ, ତମେ ନୁହଁ ସାକ୍ଷୀ କି?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍