ସଭା
ସଭା
1 min
19
ମୁଁ ସଭା ର ଏକ
ଅଂଶ ଥିଲି
ଟିକିଏ ସମୟ ପରେ
ସମସ୍ତ ଙ୍କ ପରିଚିତ ହେଲି
ଦିଆନିଆ ନମସ୍କାର
ଭିତରେ କେତକଙ୍କ ଅଣଦେଖା
ମନଭାବକୁ
ସେମାନଙ୍କ ର କବିତ୍ୱ ଉପରେ
କବି ର ମାନବିକତା କୁ
ଅଣ୍ଡାଳୁଥିଲି
ସଭା ଶେଷ ହେଲା
ଧନ୍ୟବାଦ ର କାର୍ଯକ୍ରମ ଭିତରେ
ମୁଁ ମନ ର ମାନବିକତା କୁ
ବଳି ନ ପକାଇ
ନମସ୍କାର ଟିଏ ପକାଇ
ସଭା ଛାଡିଆସିଲି ।
