STORYMIRROR

Jagabandhu Sahu

Others

3  

Jagabandhu Sahu

Others

ସ୍ବାଧିନତା ଦିବସ

ସ୍ବାଧିନତା ଦିବସ

1 min
25

କେତେ ଯେ ଯବାନ ଦେଲେ ବଳିଦାନ

  ଏ ଦେଶ ସୁରକ୍ଷା ପାଇଁ

ବନ୍ଦୁକ ଆଗରେ ଦେଇଗଲେ ପ୍ରାଣ

   ଭାରତ ମାଆ ମଥା ଛୁଇଁ

ହାତରେ ତ୍ରିରଙ୍ଗା ଦିଶେ ତାଙ୍କ ଶୋଭା

  ହୃଦେ ପୁଣି ଦେଶ ଭକ୍ତି

ଶତୃର ବିନାଶ ପାଇଁ ସିଏ ପୁଣି

  ଦେଖାନ୍ତି ତାଙ୍କ ଶକତି

ଜାଗି ଉଠ ଆଜି ହେ ଭାରତ ବାସୀ

  ଦେଶ ଭକ୍ତି ପ୍ରେମ ନେଇ

ସ୍ୱାଧୀନତା ଦିବସର ଶୁଭ ଅଭିନନ୍ଦନ

   ଦେଉଛି ତୁମକୁ କହି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍