STORYMIRROR

Pramod Kumar Sahu

Others

3  

Pramod Kumar Sahu

Others

ସାବିତ୍ରୀ ଅମାବାସ୍ୟା ବ୍ରତ

ସାବିତ୍ରୀ ଅମାବାସ୍ୟା ବ୍ରତ

1 min
204

  ସାବିତ୍ରୀ ଉଆସ୍


ଇ ବଛର୍ ଜୈଠ୍ ଗୁର୍ ବାର୍ ଦିନେ 

ପଡିଛେ ମହାସତିସାବିତ୍ରୀ ବରତ୍

ଦିନ୍ ଜାକ ଭୋକ୍ ଉପାସେ ରହି

ମନ୍ କେ କରିଥିବୁ ହରଷ୍ ।।


ଗାଧି କରି ନୁଆ କପ୍ ଟା ପିନ୍ଧି

ଠାନେ କେ ହେଇ ଠୁଲ୍

ଲାଲ୍ ଚୁରି ଅଏଲ୍ ତା ସିନ୍ଦୁର 

 ଧୁପ୍ ଦୀପ୍ ନୂଆ ଫୁଲ୍ ଫଲ୍ ମୁଲ୍ ।।


ଠାନେ କେ ବସି ମହା ସାବିତ୍ରୀ ବରତ୍

ଶୁନ୍ ବ୍ ହୁରୁଦ୍ ରଖି ପଏର୍ ଛା

ଶଖ୍ ଘଟ୍ ଖୋଲ୍ କିର୍ତନ୍ ବଜେଇ

ହରିବୋଲ୍ ହୁଲ୍ ହୁଳି ଦେଇ ଗିର୍ ଦା ।।

 

ସତୀ ସାବିତ୍ରୀ ନିଜର୍ ସତ୍ୟବାନ କେ

ଜମର୍ ନୁ ଆନ୍ ଲା ଛଡେଇ 

ଜମ୍ ରଜା ଦେଖି ହେଇ ଗଲେ କାବା

ଜଗ୍ ତେ ତର୍ ଭଲି ସତୀ ଦେଖି ନାଇଁ ।।

 

ନିଜର୍ ବର୍ ମୁନୁଷ୍ କେ ପୂଜା କରି 

ପାଏଲ୍ ସନ୍ ମହାସତୀ ସାବିତ୍ରୀ ବରତ୍ ଉଆସ୍ 

ହେଥିର୍ ଲାଗି ଇ ପୂଜା ଟା ନାରୀ ମାନେ କରସନ୍

 ଇ ମହାସତୀ ବରତ୍ ଟା ମହାନ୍ ।।



Rate this content
Log in