ସ୍ୱପ୍ନ
ସ୍ୱପ୍ନ
![](https://cdn.storymirror.com/static/1pximage.jpeg)
1 min
![](https://cdn.storymirror.com/static/1pximage.jpeg)
151
ଅସୁମାରୀ ଏ ସ୍ଵପ୍ନର
କେବେ କରି ହୁଏନି ବର୍ଣ୍ଣନା
କେବେ ପୁଣି କରି ହୁଏନି
ତା'ର ଯେ କଳନା ।।
କେତେ କେତେ ଆଶା ନେଇ
ଯିଏ ଦେଖୁଥାଏ ସ୍ଵପ୍ନ ସବୁ
ରାତ୍ରିର ଶେଷ ଅନ୍ଧକାରରେ
ଲୀନ ହେଇଯାଏ ସେ ସ୍ୱପ୍ନ ସବୁ ।।
ମଣିଷର ଏଇ ଅଙ୍କାବଙ୍କା ରାସ୍ତାରେ
କେତେ ସ୍ଵପ୍ନ କେତେ ଖୁସି
ପୁଣି କେତେ ଆଶା ଆଶଙ୍କା
ସାମ୍ନା କରେ ସବୁ ହସି ହସି ।।