Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

RUNALAILA MOHANTA

Others

4.0  

RUNALAILA MOHANTA

Others

ରକ୍ଷା କର ମହାବାହୁ

ରକ୍ଷା କର ମହାବାହୁ

1 min
236


         

ବର୍ଷା ଯେବେ ଆସେ ମାଡ଼ି

   ସାଥେ ନେଇ ପବନର ଗତି

ବୁଡାଇ ଦିଏ ସବୁ ଜାଣ

    ଉଡ଼ାଇ ନିଏ ଘର ଦ୍ବାର

ୟାସ୍ ଯେ ନାମ ତାର

     ଝଡବାତ୍ୟା ଆସୁଛି ଜାଣ

ରହିବା ସବୁ ସଚେତନ

     ନହୋଇ ଅସ୍ତ କି ବ୍ୟସ୍ତ

ମନରେ ଭଗବାନଙ୍କ ଚିନ୍ତନ

   କରି ମଙ୍ଗଳ କାମନା ସଭିଙ୍କ 


ଭୂତାଣୁ ନଯାଇ ଆସିଲା ବାତ୍ୟା

    ବଢାଇ ଦେଲା ସଭିଙ୍କ ଚିନ୍ତା

ପାପ ବଧେ ବଢିଲା 

      ଆମ ମାନବ ଜାତିର

ସେଥି ପାଇଁ ମହାପ୍ରଭୁ

     ହୋଇଲେ ବହୁ କ୍ରୋଧିତ

ଜାଣେ ଜଳବାୟୁର ପରିବର୍ତ୍ତନ

     ସବୁ ଆମ ମାନଙ୍କ କାରଣ

କରି ସବୁ ଭୁଲ୍ କ୍ଷମା

      ରକ୍ଷା କର ହେ ବିଧାତା

ତୁମେ ପରା ମାତାପିତା

      ସନ୍ତାନର ସୁଖ କର୍ତ୍ତା

ଦେଖାଅ ପ୍ରଭୁ ଭଲବାଟ

      କରି ସଭିଙ୍କ ଦୋଷ କ୍ଷମା ।

     


Rate this content
Log in