Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manoj kumar Maharana

Others

3  

Manoj kumar Maharana

Others

ପୂରବୀ

ପୂରବୀ

1 min
297


ପୂର୍ଣ୍ଣେନ୍ଦୁ ପରି ତା' ମୁଖ
ରହିଛି ତା' ପ୍ରେମେ ସୁଖ ।
ବିମୁଗ୍ଧ କରେ ତା' କେଶ
ମୋ ମନ ମୋହେ ତା' ହସ ।
ଜୀବନେ ମୋ ଭରି ପ୍ରେମ
ବଦଳାଇଲା ମୋ କର୍ମ ।
ନରରୁ କଲା ଶ୍ରେଷ୍ଠ ନର
ରହି ପାଖେ ନ'ହୋଇ ଦୂର ।
ପ୍ରାର୍ଥନା କରେ ସେ, ହେ କୃଷ୍ଣ
ଣ(ନ) କର ଆମକୁ ଭିନ୍ନ ।
ସତରେ, ପୂରବୀ ମୋ ଜୀବନର ପ୍ରାଣ ।।


Rate this content
Log in