Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Maitreyee Kamila

Others

3  

Maitreyee Kamila

Others

ପ୍ରତିଧ୍ୱନି

ପ୍ରତିଧ୍ୱନି

1 min
205



ଛଡ଼ାଇଲି

ସମୁଦ୍ରଠୁ ମୁଠାଏ ନିଜରପଣ ର ସାନ୍ତ୍ୱନା

ଆକାଶଠୁ କିଛି ଉଦାରତା ମାଗି

ପତ୍ରକୁଡ଼ିଆକୁ ଉଶ୍ୱାସ ଦେଲି

ରହି ରହି ଦୈର୍ଘ୍ୟ ପ୍ରସ୍ଥ ମାପୁଥିଲା

ପାଦ ତଳର ମାଟି,

ରାତି ସରିବା ଯାଏ।

ଏମିତିରେ ,

ଶୋଇଥିଲା ରାସ୍ତାଟା ଜାକିଜୁକି ବର୍ଷାରେ ଭିଜି ଭିଜି,

ପ୍ରତୀକ୍ଷାରେ ଥିଲେ 

ରାଶି ଲଗ୍ନ

ମହକି ଉଠିଲା ସମୟର

ସୁନାଫିଟା ଡେଣା

ପ୍ରତିଧ୍ୱନି ହେଉଥିଲା

ପୂର୍ବ ଆକାଶରୁ

 ଅଂଧାରର ଲେଉଟା ବେଳ।




Rate this content
Log in