Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manoj kumar Maharana

Others

2  

Manoj kumar Maharana

Others

ପ୍ରିୟତମା ମୋ'ର

ପ୍ରିୟତମା ମୋ'ର

1 min
377




ପ୍ରିୟତମା ମୋ'ର,

ପ୍ରୀତିର ନଅର...

ପୃଥକ ସୃଷ୍ଟିର...

ପୁଷ୍ପ ସେ ସ୍ଵର୍ଗର.. ।୧।


ପ୍ରିୟତମା ମୋ'ର,

ପଙ୍କଜ ପଙ୍କର...

ପୃଥୁ ହୃଦୟର....

ପ୍ରହର୍ଷ ନିର୍ଝର.....।୨।


ପ୍ରିୟତମା ମୋ'ର,

ଅଭିରାମ ପୁର....

ପୀଠ ସେ ପୁଣ୍ୟର...

ତାର୍କ୍ଷ ଶରୀରର ....।୩।


ପ୍ରିୟତମା ମୋ'ର,

ଅମାରେ ଚନ୍ଦର....

ତଥ୍ୟ ସେ ସୁଶ୍ରୀର...

ମଧୁର୍ଯ୍ୟ ସୁଧାର ....

ମୋତି ଶାମୁକାର ....

ରମଣୀ କ୍ଷିତିର.....

ସଂଗୀତ ପିକର...

ଗୀର୍ଵାଣଙ୍କ ବର...

ତାତ୍ପର୍ଯ୍ୟ ପ୍ରୀତିର ...।୪।


ପ୍ରିୟତମା ମୋ'ର,

ପଦ୍ମିନୀ ଶ୍ରେଣୀର..

ପଞ୍ଚକ ପୁଣ୍ୟର ...

ପ୍ରବର ପ୍ରବାଳ....।୫।


ପ୍ରିୟତମା ମୋ'ର,

ପୂଜାର୍ହ କାହାଣୀ..

ରଙ୍ଗିଣୀ ରଙ୍ଗଣୀ...

ବିଧୁଦେଶ ରାଣୀ ...।୬।




Rate this content
Log in