ପ୍ରିୟତମ ! କୁମାର ପୁନେଇ ଜହ୍ନ ।
ପ୍ରିୟତମ ! କୁମାର ପୁନେଇ ଜହ୍ନ ।
-
ପ୍ରିୟତମ ! କୁମାର ପୁନେଇ ଜହ୍ନ ।
କହିବାର ଥିଲା କିଛି ପଢି ତୁମ ହାତ ଲେଖା କବିତା, ମନ, ମର୍ମେ ଭେଦିଗଲା ତାରି ପ୍ରତିଟି ଶବ୍ଦ ଆଉ ଭାଷା, ଖୋଜିଲି ତୁମକୁ ! ପାଇ ଗଳି ମଧ୍ୟ , କୁମାରୀ ଜୀବନର ମନ ମୋର ଖୋଜୁଥିଲା ଯାହା ତମେ ଆସି ଗଲ, ଭର୍ତ୍ତି ହୋଇଗଲା , ସେ ଶୂନ୍ୟସ୍ଥାନ ସାଇତି ରଖିଛି ଖାଲି ତମ ଲାଗି ମୋ ଦେହ ଆଉ ବିନିଦ୍ରିତ ରାତିର ଯେତେସବୁ ଥିଲା କୁମାରୀ ମନର ସାଇତା ସପନ ଆଜିବି ତମ ଲାଗି ସଜାଇ ରଖିଛି ପ୍ରିୟତମ ମୋର କିଛି ଅସ୍ପର୍ଶ ଦେହ ଆଉ ଯୌବନ ଫେରି ଆସ ! ନେଇ ଯାଅ ! ଦେଖିବାକୁ ମୋ ଅତୀତର କୁମାର ପୁନେଇ ଜହ୍ନ ।
ରାମ ବିଶୋଇ (କାଶ୍ୟପ) ସମୟ-ରାତ୍ର-୧୧-୪୧ ୩୦-୦୬-୧୬ ରାୟଗଡ଼ା ।