Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUDARSHAN GILI

Others

3.0  

SUDARSHAN GILI

Others

ପରିବର୍ତ୍ତନ

ପରିବର୍ତ୍ତନ

1 min
212


ପରିବର୍ତ୍ତନ ଏକ ସନ୍ଧି ମୁହୂର୍ତ୍ତର ଘଡି 

ଦିଏନି ସେ କାହାର ମନକୁ ଗଢି l

କଥାରେ କଥାରେ ଶବ୍ଦର ପରିବର୍ତ୍ତନ 

ମନର ଭାବନା, ଚିନ୍ତାକୁ କରେ ସ୍ଥାପନା l

ପରିବର୍ତ୍ତନ ମଣିଷର ଏକ ବିଚ୍ଛୁରିତ ଚିନ୍ତା 

ମଣିଷ ପରିବର୍ତ୍ତନ ନାମରେ 

ସମାଜ, ସଂସ୍କୃତିକୁ କରେ ବିକୃତି 

ନଥାଏ ତା ମନରେ ପରିବର୍ତ୍ତନର ସ୍ବୀକୃତି l

ଦେଶ ଚାହେଁ ପରିବର୍ତ୍ତନ 

ସମାଜ କରେ ତାର ଚିନ୍ତନ l

ବୃଦ୍ଧ ପାଏ ବାର୍ଦ୍ଧକ୍ୟ ବେତନ 

ଟୋକାଏ ନଜାଣିଲା ପରି କରନ୍ତି ଅଭିନୟ I

ଗରିବ ଚାହେଁ ତାର ଅର୍ଥରେ ପରିବର୍ତ୍ତନ 

ଧନୀ କରେ ତାକୁ ସର୍ବଦା ଉପହାସ l

ଅପମାନରେ ନିନ୍ଦିତ ହୋଇ 

ଗରିବ କରେ ଧନୀକୁ ସମ୍ମାନ I


Rate this content
Log in