Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Saphala Das

Children Stories Comedy Drama

3  

Saphala Das

Children Stories Comedy Drama

ପ୍ରେମ

ପ୍ରେମ

1 min
110


ପ୍ରେମ ଏକ ସୁନ୍ଦର ପୁଷ୍ପ ଗୁଛ

ଯାହାର ଯତ୍ନ ଏତି ସୁନ୍ଦର ଭାବରେ

ନେବାକୁ ପଡେ ।


କେତେ ଖରା କେତେ ଛାଇ

ସହିପାରେ ଏଗଛ

ତାହା କେବଳ ଲଗାଇଥିବା

ମାଳି କି ଜଣା ।


ବିଶ୍ୱାସ ଭଲ ପାଇବାରେ

ଭରଷାର ବାଡରେ

ବଢିଚାଲେ ଆଗକୁ ଆଗକୁ ।


ଲଗାଇଦିଏନି ସନ୍ଦେହର

ଯଉ ପୋକ

ଯାହା ପ୍ରସ୍ଫୁଟିତ ଫୁଲଟିଏ

ଆରମ୍ଭରୁ ରୁଗ୍ଣା ନହୁଏ ।


ପ୍ରେମ ପ୍ରତ୍ୟେକ ଦିନ ଫୁଟୁଥିବା ଫୁଲ

ଆପେଆପେ ମ ଉଳି

ପୁଣି ନୂତନ ରୂପ ନିଏ

ମାନ ଅଭିମାନ ଭିତରେ ।


 ପ୍ରେମ ସତ୍ୟ ଶିବ ସୁନ୍ଦର

 ସେଥିପାଇଁ ତାକୁ ସବୁରି ଆଦର

ପ୍ରେମ ଚୀର ବିଦ୍ୟମାନ

 ମଜବୁତ ପ୍ରାଚୀର

 ସହଜରେ ଭାଙ୍ଗିବା ଭୟଙ୍କର।


Rate this content
Log in