ପ୍ରାୟଶ୍ଚିତ
ପ୍ରାୟଶ୍ଚିତ
1 min
213
କଲା କର୍ମ ଧର୍ମ ନାଶ କର ମର୍ମେ
କର କ୍ଷଣେ ପ୍ରାଯଶ୍ଚିତ l
ଧର୍ମକୁ କରିବ କିମ୍ପାଇ ବିଚ୍ୟୁତ
ଅଧର୍ମକୁ କର ହତ l
ପାଳନ ଧର୍ମର ବିକାଶ ପ୍ରଜ୍ୟୋତି
ଲଭିବାରେ ଏକ ମତ l
କଲ୍ୟାଣ ନିମନ୍ତେ ଜଗତର ଯଶ
ପୁରାଅ ମହୀ ଜଗତ l
ତ୍ରାଣ ପାଇଁ ହିତ କର୍ମ ପାଇଁ ମିତ
ରଖ ଜଗତ କଲ୍ୟାଣେ
ଜଗତର ପ୍ରଭା ଆଲୋକିତ କର
ସମଗ୍ର ଜଗତ କ୍ଷଣେ l
