ପ୍ରାଣପକ୍ଷୀ
ପ୍ରାଣପକ୍ଷୀ
1 min
192
ସେଦିନ ନିଶ୍ଚୟ ଦେଖିବାକୁ ହେବ
ହେଉ ସେ ମଣିଷ ଅବା ପଶୁପକ୍ଷୀ
ମଶାଣିରେ ଜାଗା କିଣିନେବ
ଉଡିଯିବ ଯେବେ ପ୍ରାଣପକ୍ଷୀ ।
ଖାଲି ତାହା ନୁହଁ ଯେତେ ଅଛନ୍ତି ବୄକ୍ଷ
ସେମାନଙ୍କର ବି ଉଡିଯାଏ ପ୍ରାଣପକ୍ଷୀ
ନିରାଶ ହୋଇପଡନ୍ତି ଜଗତବାସୀ
ଖାଲି ପ୍ରଭୁ ହିଁ ଥାନ୍ତି ସେ ସମୟର ସାକ୍ଷୀ ।