STORYMIRROR

SUDARSHAN GILI

Others

3  

SUDARSHAN GILI

Others

ପଇସା ଗିଳା କଣ୍ଡକ୍ଟର

ପଇସା ଗିଳା କଣ୍ଡକ୍ଟର

1 min
324


କଣ୍ଡକ୍ଟର ବସ ରେ ଲୋକ ଙ୍କୁ ନିଏ ଭରି କରି 

ନଥାଏ ତା ମନରେ ଦୟାର ଆବୃତ୍ତି 

ପଇସା ଲାଳସା ରେ ବସ ରେ ଲୋକଙ୍କୁ କରେ ଭର୍ତି 

ଲୋକ ହୁଅନ୍ତି କଣ୍ଡକ୍ଟର ଉପରେ ବିରକ୍ତ 

କଣ୍ଡକ୍ଟର କୁହେ ଏହା ମୋର ବୃତ୍ତି 

ମାଲିକ ଦେଇଛି ମତେ ଏହାର ଶକ୍ତି l


ଚାରି ଚାକିଆ ବଶ 

ଡ୍ରାଇଭର ଏହାର ଫିକିସ୍ସ 

କଣ୍ଡକ୍ଟର ନିଏ ଏହାର ରିକିସ୍ସ

ହେଲ୍ପର ମରେ ହୁଇସିଲ 

ଷ୍ଟାଣ୍ଡ ନା ରେ କରେ ସେ 

ଲୋକଙ୍କୁ ବିରକ୍ତି l


ବସ ଯାଏ ଧୀରେ ଧୀରେ 

ପବ୍ଲିକ ଲୋକଙ୍କୁ କରେ ସେ ଆଦର l

କାରଣ :-ପବ୍ଲିକ ଲୋକଙ୍କ ଠାରୁ ପାଏ ସେ ଦୁନିଆ କର 

କଲେଜ ଛୁଆ ଙ୍କୁ ଦେଖିଲେ ହୁଏଇ ବିରକ୍ତ l

କାରଣ :-କଲେଜ ଛୁଆ ଙ୍କ ପାଇଁ 

ସରକାର କରିଛନ୍ତି 50%କର ଛାଡ଼ l

ଏଥି ପାଇଁ କଣ୍ଡକ୍ଟର କରେ ସର୍ବଦା 

କଲେଜ ଛୁଆ ଙ୍କ ଉପରେ ଅତ୍ୟାଚାର l


କଲେଜ ଛୁଆ ବସ ଉପରେ କାଟୁଛି ଦୀନ 

ଆମ ପ୍ରତି ଦିଅ ଏବେ ଟିକିଏ ଧ୍ୟାନ l

ନ୍ୟୁଜ ଵାଲା କଲେଜ ଛାତ୍ର ଙ୍କୁ 

କରୁଛନ୍ତି ଫିଉଜ l

ଆମ ଷ୍ଟ୍ରାଇକ କୁ ଆସି କର ଟିକିଏ ନ୍ୟୁଜ ।



Rate this content
Log in