STORYMIRROR

Brajamohan Meher

Others

4  

Brajamohan Meher

Others

ପୀରତିର ସହର

ପୀରତିର ସହର

1 min
3

ପୀରତି-ପରବ ମନାବାର ସହର ଇଟା ଆସିଛେ ସମିଆଁ ପୁରନି-ଫୁଲ୍‌ ଚୁମି ଚୁମି ଘୁମୁଛେ ତୋ ଭମରା ରସିଆ। ଇ ରିତୁ ତୋ ତମର-ମୋର ଦୁଇ ମନକେ ଛଂଦିଛେ ସଜନି ଛଡ଼େଇ ହେସ _କେଁ'କରାକେ ଜାନି ଜାନି ନେଇଁ ଜାନି। ଇ ସହରେ ସୁରୁ କରମୁ ଆସ ଆମର ସୁରୁ ଜିବନଧାରା ସରଲ ସୁଂଦର ସଜନି ରେ ଖାଲି ହେଇଥିବା ସେନ୍‌ହ-ଭରା। ଇ ସହରେ ପାସରି ଯଉଁ ଆସ ଯେତେ ମୁହୁଁ ଫୁଲାଫୁଲି କ୍ଷୀର-ନୀର ଦୁଇଝନ ଆସ ଦୁହେଁ ହେଇଯଉଁ ଗୁଲି। ଇ ସହରେ ତମର ଦେଖା ଇଥି ଆମର ଇ ହୁର୍‌ଦର ପରୀକ୍ଷା ଇଥିନେ ବିରହ ଦୁଖା, କାଏଁ ସଜନି ରେ, ତମକେ ଲୁକା। ଇ ସହରେ ସରେଇ ଦେମୁ ଆସ ଆମର ଯେତେ ଧୁରିଆକେ ରିଷ୍‌ କେତେଦିନ ମାନବ ଇ ହୁରୁଦର ଇନତି ହୁରିଆକେ। -------- (ଗୁଟେ ପୁରନା ଲେଖା; କୋଶଲୀ କବିତା) ବ୍ରଜମୋହନ ମେହେର


Rate this content
Log in