STORYMIRROR

Brajamohan Meher

Others

4  

Brajamohan Meher

Others

ଖୁଜୁଛେଁ ଛୁମେ ଛୁମେ

ଖୁଜୁଛେଁ ଛୁମେ ଛୁମେ

1 min
3

ଖୁଜୁଛେଁ ଛୁମେ ଛୁମେ .... ହେତେ ଧୁରିଆ ତମେ ଭାବୁଛେଁ ତମେ ତମେ..... ଦିଶୁଛେ ଅଲଗା ଝନେ। ଫାକି ଯଉଛେ ମାୟା..... ଦିଶୁଛେ ତମର କାୟା ଛାତି ଭିତରଥି ମୋର.... ଝକୁଛ ପ୍ରିୟତମେ। ତମର ଭାବର ସୁରେନେ... ମନ ମୋର ଅଲଟା ବିଲଟା କିଏ ଛଡ଼ାବା କହ.... ନାଇଁ ଉପାଏ ହେନତା। ହୁରୁଦ ମୋର ହୁରୁଦ ବଲି.... ରହି ତୋ ନାଇଁ ଆରୁ କାଏଁ କରିଛ ତମେ...... ନାଇଁ ଜାନୁଛେଁ ଗୁରୁ। ମୁଇଁ ତୋ ମୁଇଁ ବଲି......ନାଇଁନା ନାଇଁ ଖାଲି ତମେ ତ ତମେ ଏକା....... ପୂରିଛ ସବୁଠାନେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍