STORYMIRROR

Brajamohan Meher

Others

4  

Brajamohan Meher

Others

ତେନେପି ମୋର ଆଶା ନେଇଁ ମରେ

ତେନେପି ମୋର ଆଶା ନେଇଁ ମରେ

1 min
0

ତେନେପି ମୋର ଆଶା ନେଇଁ ମରେ କେନ୍‌ ପଚାରୁ କି ନେଇଁ ମକେ ଦୁନିଆଁ ଦୁଆରେ। ମୋର ମନର ମହୋଛବକେ ଅନଦେଖା କରିପାର ପ୍ରିଆ, ଜମକି ଯଉଥିବା ସବୁବେଲେ ତମର ପେରମେ ଭରିଥିବା ହିଆ। ଅନଦେଖା ହେଇପାର ଯେତେ ଯେତେଯେତେ ଖୁଜୁଥିଲାବେଲେ, ନୁରୁଥିମି ନୁରୁଥିମି ନୁରୁଥିମି ବୁଲି ନିଜର ଥିତି ଭୁଲି ସବୁବେଲେ। ବହଣାବାକେ ସବୁବେଲେ ତମେ ଯେତେ କର ଗୋ ଉପିଆ, ତମର ବିନା ଆଖି କିଛୁ ଦେଖି ନେଇଁ ପାରେ ନେଇଁ ଦେଖାଦେଇ କାଣା ରହେବ ଦୁରିଆ। ଲୋକର ଲାଗି ଯେତେ ଉଛବ ଦେଖବାର ଲାଗି କେତେ ଆଡଂବର, ମୋର ତମେ ମୁଖ୍ୟ ଆକର୍ଷଣ ଚାହାଦା ଆର୍‌ କିଛୁ ନାଇଁ ମୋର। ଦୂରେ ଦୂରେ ଦୂରେ ରହି ସବୁକେ ମୋର ରହୁଛ ଦୂରେଇ, ଜାନ ଏତକି ହେତକି ତୁରେ ମୋର ଛୁମେ ଛୁମେ ସଜନିରେ ରହୁଛ ଛୁମେଇ। କେତେ ଆରୁ ଜାନି ଜାନି ଅଜନା ରହେବ, କେତେଦିନ ଛାତି ତଲର ଅସଲ କଥା ସଜନି ରେ ଚାପି ରଖିଥିବ।। --------- (ଗୁଟେ ପୁରନା ଲେଖା; କୋଶଲୀ ଭାଷା) ବ୍ରଜମୋହନ ମେହେର


Rate this content
Log in