STORYMIRROR

Prafulla Kumar Tripathy

Others

3  

Prafulla Kumar Tripathy

Others

ଫୋନି

ଫୋନି

1 min
122

ଫୋନି ତୁ ଭାରି ବେଇମାନୀ

ଭାଗବସା ଭଗାରିହସା କଲୁ

ତୁ କ'ଣ ଏଇ ହିସାବ

ଶିଖେଇବାକୁ ଆସିଥିଲୁ ?

ଏକ ଏକ ମିସିଲେ ଦୁଇ

ଦୁଇରେ ଏକ ମିଶିଲେ ତିନିା

ହିସାବ ଶିଖୁଥିବା କଅଁଳ

ପିଲା କଂ ହାତରୁ ଛଡାଇନେଲୁ

ଖଡି,ଶିଲଟ,ଖାତା,ପେନସିଲ

ପିଲାକଂ ହାତରେ ଧରାଇଦେଲୁ

ତୋର ସେଇ ନୂଆ ହିସାବ

ଏକ ଏକ ମିଶି ହୁଏ ଏଗାର

ଦୁଇ ଏକ ମିଶି ହୁଏ ଏକଇଶ

କଣ ତୁ ନକରିପାରିଲୁ ଫୋନି ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍