STORYMIRROR

ସୁଧାଂଶୁ ଶେଖର ଜେନା

Children Stories Romance

3  

ସୁଧାଂଶୁ ଶେଖର ଜେନା

Children Stories Romance

ଫଗୁଣ

ଫଗୁଣ

2 mins
105

ଫଗୁଣ ହେ!

ତୁମେ ଆସିଛ,

ନାନା ରଙ୍ଗର ପୁଷ୍ପ

ସାଥେ ଅଣିଛ।

ଫଗୁଣ ହେ!

ତୁମେ ଆସିଛ,

ଧରା ପୃଷ୍ଟେ

ପ୍ରେମର ସୁଗନ୍ଧ

ଭରି ଦେଇଛ।

ଫଗୁଣ ହେ!

ତୁମେ ଆସିଛ,

ଚାରି ଦିଗେ

ଶାନ୍ତିର ପର୍ବ ଆଣିଛ।

ଫଗୁଣ ହେ!

ତୁମେ ଆସିଛ,

କୋଇଲିର

କୁହୁ କୁହୁ ଶଦ୍ଦ

କାନେ ଭରିଛ।

ଫଗୁଣ ହେ!

ତୁମେ ଆସିଛ,

ମୋ ଗାଁ ର

ସାନ୍ଧ୍ୟ ମୋତେ

ମନେ ପକାଇଛି।

ଫଗୁଣ ହେ!

ତୁମେ ଆସିଛ।


Rate this content
Log in