STORYMIRROR

Mr.GAGAN BIHARI NAYAK

Others

3  

Mr.GAGAN BIHARI NAYAK

Others

ପାଠ ଠାକୁର

ପାଠ ଠାକୁର

1 min
262


ଜୟ ଜୟ ଲମ୍ବୋଦର

ଗଣପତି ଗଣେଶ୍ବର 

ବିନାୟକ ସିଦ୍ଧି ଦାତା 

ପାଠ ଠାକୁର...

 ହେ! ପାଠ ଠାକୁର (0) 


ତୁମେ ଦେବ ଗଜାନନ 

ସିଦ୍ଧି ଦାତା ଭଗବାନ 

ଏକଦନ୍ତ ଚତୁର୍ଭୁଜ 

ଦେବେ ସଦା ଅଗ୍ରଗ୍ରଣ୍ଯ 

ସ୍ମରେ ନର ଶ୍ରୀପୟର 

ବିନାୟକ ସିଦ୍ଧେଶ୍ବର 

 ପାଠ ଠାକୁର...

 ହେ! ପାଠ ଠାକୁର (୧)


ଗଣନାଥ ଦେବାଧୀଶ

ଦେବେଶ ଶ୍ରୀଗଣେଶ 

ପ୍ରଭୁ ଗୌରୀ ନନ୍ଦନ

ଜୟ ବିଘ୍ନ ବିନାଶ

ଅଧମେ କରୁଣା କର 

ହର ହର ଲମ୍ବୋଦର

ପାଠ ଠାକୁର...

 ହେ! ପାଠ ଠାକୁର (୨)



Rate this content
Log in